ଜନସେବାକୁ ପାଥେୟ କରି ଆଗେଇଚାଲିଛି ଯୁବଜ୍ୟୋତି ଯୁବକସଂଘ

ଜନସେବାକୁ ପାଥେୟ କରି ଆଗେଇଚାଲିଛି ଯୁବଜ୍ୟୋତି ଯୁବକସଂଘ

୧୯୭୪ ମସିହାରେ ପୁରୀଜିଲ୍ଲାରକଣାସବ୍ଲକରେଗଢିଉଠିଥିଲା ଏକ ସ୍ୱେଚ୍ଛାସେବୀସଂଗଠନ । ଉଦେ୍ଦଶ୍ୟ ଥିଲା ନିରବଚ୍ଛିନ୍ନଭାବେଜନସେବାରେ ନିୟୋଜିତହେବା । ଆଉଏହିମହତଉଦେ୍ଦଶ୍ୟକୁଚରିତାର୍ଥ କରିବାଲାଗି ଦୀର୍ଘ ୪୮ ବର୍ଷହେବଜନସେବାକୁ ପାଥେୟ କରି ଆଗେଇଚାଲିଛି ଯୁବଜ୍ୟୋତି ଯୁବକସଂଘ । ବର୍ତମାନ ଏହାରମୁଖ୍ୟାଳୟଭୁବନେଶ୍ୱରସ୍ଥିତ ଧଉଳିଛକରେ ଅବସ୍ଥିତ ।
ଯୁବଜ୍ୟୋତି ଯୁବକସଂଘସରକାରଙ୍କବିଭିନ୍ନଉନ୍ନୟନମୂଳକଯୋଜନାକୁଲୋକାଭିମୁଖୀକରିବାସହଜନତାଏହାରଲାଭକିପରିଉଠାଇ ପାରିବେସେନେଇ ସଦା ତତ୍ପରରହିଥାଆନ୍ତି । ସଂଗଠନ ପକ୍ଷରୁ ପିପିପିମୋଡରେ ୩ଟି ଜିଲ୍ଲାରେ ପ୍ରାଥମିକସ୍ୱାସ୍ଥ୍ୟସେବାକେନ୍ଦ୍ର ପ୍ରତିଷ୍ଠାହୋଇଛି । ସେହିଜିଲ୍ଲାଗୁଡିକହେଲା- ସୁବର୍ଣ୍ଣପୁର, ସୁନ୍ଦରଗଡଏବଂଗଜପତି । ସେହିକ୍ରମରେସଂଗଠନ ଅନାଥଶ୍ରମ, ଜରାନିବାସ, ପୋଷ୍ୟସନ୍ତାନ ଗ୍ରହଣକେନ୍ଦ୍ର, ସ୍ୱଧାରଗୃହ, ଫିଜିଓଥେରାପିସେଂଟର, ଭ୍ରାମ୍ୟମାଣଚିକିତ୍ସାସେବା, ଦକ୍ଷତାବିକାଶଆନୁକୂଲ୍ୟରେବିଭିନ୍ନଯୋଜନାରେ ଅଂଶୀଦାରହେବାସହ ନାବାର୍ଡସହଭାଗିତାରେଏସ୍ଏଚଜି ଗଠନ କରିଛି । ଏହାସହମହିଳାଙ୍କ ପାଇଁସଖିକେନ୍ଦ୍ର ଗଠନ କରିଛିଏହିସଂଗଠନ ।
ବିଶେଷକରିଏହିସଂଗଠନ କୃୃଷିଏବଂକୃଷକଭାଇରବିକାଶ ପାଇଁସର୍ବଦା ଚେଷ୍ଟିତ । କୃଷିରଉନ୍ନତି ପାଇଁସଂଗଠନ ପକ୍ଷରୁ ଜକଠଣ ମୋଡରେ ଧାଡିରୁଆ, ଷ୍ଟେଟ୍ ପ୍ଲାନରେ ଧଳାରାଶିଚାଷ, ହାଇବ୍ରିଡ୍ମୁଗଚାଷଭଳି ଅନ୍ୟାନ୍ୟଉନ୍ନୟନମୂଳକକାର୍ଯ୍ୟପନ୍ଥାହାତକୁନେଇଛି ।
କୃଷକମାନଙ୍କଉତ୍ପାଦିତ ଦ୍ରବ୍ୟକୁବଜାରରେବିକ୍ରିକରିବାସହସେମାନଙ୍କୁସଠିକ୍ମୂଲ୍ୟ ଦେବାଲକ୍ଷ୍ୟରେରାଜ୍ୟସରକାର, ରାଜ୍ୟକୃଷିବିପଣନ ପରିଷଦ ଗଠନ କରିଛନ୍ତି । ଏବଂ ଏଥି ନିମନ୍ତେ ନିୟନ୍ତ୍ରିତବଜାରକମିଟି ମଧ୍ୟ ପ୍ରତିଷ୍ଠାକରାଇଛନ୍ତି । ଏହାସହସରକାରୀ ପ୍ରକ୍ରିୟାକୁତ୍ୱରାନ୍ୱିତକରାଇବାଲାଗିସରକାରଚାଷୀଉତ୍ପାଦ ସଂଗଠନ ଗଠନ ଉପରେଗୁରୁତ୍ୱ ଦେଉଛନ୍ତି । ଏହିଗୁରୁ ଦାୟିତ୍ୱକୁଗ୍ରହଣକରିଛି ଯୁବଜ୍ୟୋତି ଯୁବକସଂଘ । ସଂଘ ପକ୍ଷରୁସରକାରଙ୍କ ନିୟମାନୁସାରେଜିଲ୍ଲାମାନଙ୍କରେ ୧୨୦ରୁ ଉଦ୍ଧ୍ୱର୍କୃଷକଉତ୍ପାଦକ ସଂଗଠନ ବଲାଙ୍ଗୀର, ବୈଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ଓ ରାୟଗଡା ଜିଲ୍ଲାରେ ଗଠନ ହୋଇଛି । ଉଦେ୍ଦଶ୍ୟହେଲାକୃଷକଉତ୍ପାଦକ ସଂଗଠନକୁସହ ନିବନ୍ଧକସମବାୟସମିତିସମୂହଓଡିଶା (ଇଜଉଝ)ଙ୍କ ନିକଟରେସୋସାଇଟି ଅଧିନିୟମାନୁସାରେ ପଞ୍ଜିକରଣକରିସମ୍ପୃକ୍ତଚାଷୀଙ୍କୁକେନ୍ଦ୍ରୀୟସମବାୟବ୍ୟାଙ୍କଜରିଆରେକୃଷି ଋଣ ପ୍ରଦାନ କରିବା ।
ଏତଦ୍ ବ୍ୟତୀତଚଳିତବର୍ଷକପାଚାଷୀମାନଙ୍କଉନ୍ନତି ନିମନ୍ତେ ତଥା ସେମାନଙ୍କସଂଗଠନ ନିମନ୍ତେ ଗୁରୁଦାୟିତ୍ୱବହନ କରିଛି ଯୁବଜ୍ୟୋତି ଯୁବକସଂଘ । ଚାଷୀଙ୍କୁ ନିଜର ପ୍ରାପ୍ୟକିପରିମିଳିବଏବଂଚାଷୀ ନିଜରକୃଷିକାର୍ଯ୍ୟ ପାଇଁ ଋଣ କିପରି ପାଇବେସେନେଇସମସ୍ତବ୍ୟବସ୍ଥାସଂଗଠନ ପକ୍ଷରୁଗ୍ରହଣହୋଇଛି ।
ଚାଷୀଙ୍କଉନ୍ନତିସହିତ ଯୁବଜ୍ୟୋତି ଯୁବକସଂଗଠନ ସାମାଜିକସଚେତନତାକାର୍ଯ୍ୟକ୍ରମ ଯଥା ଏଡସ୍ରୋଗୀଙ୍କୁସଚେତନ କରାଇବାସହସେମାନଙ୍କୁ ଉନ୍ନତ ଚିକିତ୍ସାକିଭଳିଯୋଗେଇ ଦିଆଯିବସେନେଇକାର୍ଯ୍ୟପନ୍ଥାଗ୍ରହଣକରିଛନ୍ତିି । ଭିନ୍ନକ୍ଷମବ୍ୟକ୍ତିଙ୍କସାମାଜିକସୁରକ୍ଷାଏବଂସଶକ୍ତିକରଣ (ଏସ୍ଏସ୍ଇପିଡି) ବିଭାଗ ଆନୁକୂଲ୍ୟରେ ଫିଜିଓଥେରାପିଏବଂଭ୍ରାମ୍ୟମାଣଚିକିତ୍ସାସେବାଯୋଗାଇଆସୁଛିସଂଗଠନ । ଶିଶୁଏବଂମହିଳାବିକାଶବିଭାଗ ଆନୁକୂଲ୍ୟରେ ଅନାଥ ଆଶ୍ରମ, ଜରାନିବାସ, ପୋଷ୍ୟସନ୍ତାନ ଗ୍ରହଣକେନ୍ଦ୍ର, ସ୍ୱଧାରଗୃହ ନିର୍ମାଣକରିଛି । ଏହାସହ ଦକ୍ଷତାବିକାଶବିଭାଗ ଆନୁକୂଲ୍ୟରେବହୁଉନ୍ନୟନମୂଳକଯୋଜନାହାତକୁନେଇଛିସଂଗଠନ । ଏପରିକିନାବାର୍ଡ ଆନୁକୂଲ୍ୟରେଏସ୍ଏଚଜି ଗଠନ, ପାରିବାରିକକଳହରଶିକାରମହିଳାଙ୍କ ନିମନ୍ତେ ସଖିକେନ୍ଦ୍ର ମଧ୍ୟ ସଂଗଠନ ପକ୍ଷରୁ ନିର୍ମାଣହୋଇଛି ।

administrator

Related Articles

Leave a Reply

Your email address will not be published. Required fields are marked *