• May 19, 2024
  • Last Update April 30, 2023 7:10 am
  • India

Blog

Action

କପା ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଗଠନ ହେଉଛି ୧୦୯ କୃଷକ ଉତ୍ପାଦକ ସଂଗଠନଓଡ଼ିଶାରେ ଉତ୍ପାଦନ ହେଉଥିବା କପା ଉନ୍ନତମାନର। ଏଣୁ ଚଳିତ ଆର୍ଥିକ ବର୍ଷରୁ କପା ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବା ସହ ରାଜ୍ୟ ୧୧ଟି ଜିଲ୍ଲାର କପା ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଣୁ ବ୍ୟବସ୍ଥିତ ଢଙ୍ଗରେ କପା ଉତ୍ପାଦନ କରିବାକୁ କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗ ହାତ ମିଳାଇଛନ୍ତି। କପା ଉତ୍ପାଦନ ହେଉଥିବା ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ସମବାୟ […]

Read More
Action

କୋଟାମାଲରେ ଗଠନ ହେଲା ମା’କାଳୀ ସୁନ୍ଦରୀ କପା ଉତ୍ପାଦକ କୃଷକ ସଂଗଠନ

କପାଚାଷୀଙ୍କ ପାଇଁ କାର୍ଯ୍ୟ କରୁଛି ଯୁବ ଜ୍ୟୋତୁ ଯୁବକ ସଂଘକପା ହେଉଛି ଏକ ଅର୍ଥକାରୀ ତନ୍ତୁ ଜାତୀୟ ଫସଲ । ଏଣୁ କପାକୁ ଆମେ ଧଳା ସୁନା ବୋଲି କହିଥାଉ । କାରଣ ଟେକ୍ସଟାଇଲ୍ ଶିଳ୍ପ କ୍ଷେତ୍ରରେ କପାର ଚାହିଦା ଖୁବ୍ ଅଧିକା । ରାଜ୍ୟରେ ମୁଖ୍ୟତଃ ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାରେ କପା ଚାଷ ହୋଇଥାଏ । ବିଶେଷ କରି ରାୟଗଡା, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗୀରରେ ବହୁଳ ପରିମାଣରେ କପା ଚାଷ କରାଯାଏ […]

Read More
Action

ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା, ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଏବଂ 5T ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ

ଭୁବନେଶ୍ୱର: ରାଜଧାନୀରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା। ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଭୁବନେଶ୍ୱର ବିମାନ ବନ୍ଦର ଛକରୁ ଆରମ୍ଭ ହୋଇଛି ସଚିବ ସ୍ତରୀୟ କମିଟିର ଫିଲଡ୍ ଭିଜିଟ । 5T ସଚିବ ଭିକେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି […]

Read More
Action

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେଲେ ୪୩ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ୱର: ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆ ଯାଇଛି। ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକ ମାନେ ଏହି ସହାୟତା ପାଇଛନ୍ତି। ୪୩ ଲକ୍ଷ ରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା […]

Read More
Action

ଯୁବ ଜ୍ୟୋତି ଯୁବକ ସଂଘର ଉତ୍କଳ ଦିବସ ପାଳନ

ଉତ୍କଳ ଦିବସ ପାଳନ ଅବସରରେ ଯୁବ ଜ୍ୟୋତି ଯୁବକ ସଂଘର ସଭାପତି ଶ୍ରଯୁକ୍ତ ଚଣ୍ଡେଶ୍ୱର୍ ଜୟସିଂହ,ସମ୍ପାଦକ ଦିବାକର ମିଶ୍ର, ଉପଦେଷ୍ଟା ଶ୍ରୀ ପ୍ରବାସୀ ସେଠୀ, ଅବସର ପ୍ରାପ୍ତ ଶସ୍ୟ ସଂରକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା , କ୍ଷେତ୍ର ବିଜ୍ଞାନୀ ଶ୍ରୀ ଅଜୟ କୁମାର ପରିଡ଼ା, ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାଶରଥି ଶବର ,ବରିଷ୍ଠ ସମବାୟ ବ୍ୟାଙ୍କ ଅଫିସର ଶ୍ରୀ ରଞ୍ଜିତ ବେଶ୍ରା ଙ୍କୁ ନେଇ ଗୋଟିଏ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଉତ୍କଳର ବୀର […]

Read More
Action

ଆଜି ଓଡ଼ିଶା ଦିବସ; ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା

୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଏହାର ସ୍ମୃତିରେ ଆଜି ପାଳନ କରାଯାଉଛି ଓଡ଼ିଶା ଦିବସ ବା ଉତ୍କଳ ଦିବସ। ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ତା’ ଆଗରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଉତ୍କଳ। ପଶ୍ଚିମରେ ସମ୍ବଲପୁର […]

Read More
Action

ସମଗ୍ର ବିଶ୍ୱରେ କୃଷି କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି ।

ଜୟ ଯବାନ ଜୟ କିଷାନ୍ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହୁଦର ଶାସ୍ତ୍ରୀଙ୍କ ଏହି ନାରାରେ ଆଉ ଦୁଇ ପଦ ଯୋଡିଛନ୍ତି ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନ । ଏହାର ଅର୍ଥ ଦେଶ ପାଇଁ ସମସ୍ତେ ସମାନ । ମାଟିର ସନ୍ତାନ ନିଜ ରକ୍ତର ବଳିଦାନ ଦେଇ ଦେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିଥିବାବେଳେ ଦେଶର କୃଷକଟିଏ ଅହରହ […]

Read More
Action

ଜନସେବାକୁ ପାଥେୟ କରି ଆଗେଇଚାଲିଛି ଯୁବଜ୍ୟୋତି ଯୁବକସଂଘ

୧୯୭୪ ମସିହାରେ ପୁରୀଜିଲ୍ଲାରକଣାସବ୍ଲକରେଗଢିଉଠିଥିଲା ଏକ ସ୍ୱେଚ୍ଛାସେବୀସଂଗଠନ । ଉଦେ୍ଦଶ୍ୟ ଥିଲା ନିରବଚ୍ଛିନ୍ନଭାବେଜନସେବାରେ ନିୟୋଜିତହେବା । ଆଉଏହିମହତଉଦେ୍ଦଶ୍ୟକୁଚରିତାର୍ଥ କରିବାଲାଗି ଦୀର୍ଘ ୪୮ ବର୍ଷହେବଜନସେବାକୁ ପାଥେୟ କରି ଆଗେଇଚାଲିଛି ଯୁବଜ୍ୟୋତି ଯୁବକସଂଘ । ବର୍ତମାନ ଏହାରମୁଖ୍ୟାଳୟଭୁବନେଶ୍ୱରସ୍ଥିତ ଧଉଳିଛକରେ ଅବସ୍ଥିତ ।ଯୁବଜ୍ୟୋତି ଯୁବକସଂଘସରକାରଙ୍କବିଭିନ୍ନଉନ୍ନୟନମୂଳକଯୋଜନାକୁଲୋକାଭିମୁଖୀକରିବାସହଜନତାଏହାରଲାଭକିପରିଉଠାଇ ପାରିବେସେନେଇ ସଦା ତତ୍ପରରହିଥାଆନ୍ତି । ସଂଗଠନ ପକ୍ଷରୁ ପିପିପିମୋଡରେ ୩ଟି ଜିଲ୍ଲାରେ ପ୍ରାଥମିକସ୍ୱାସ୍ଥ୍ୟସେବାକେନ୍ଦ୍ର ପ୍ରତିଷ୍ଠାହୋଇଛି । ସେହିଜିଲ୍ଲାଗୁଡିକହେଲା- ସୁବର୍ଣ୍ଣପୁର, ସୁନ୍ଦରଗଡଏବଂଗଜପତି । ସେହିକ୍ରମରେସଂଗଠନ ଅନାଥଶ୍ରମ, ଜରାନିବାସ, ପୋଷ୍ୟସନ୍ତାନ ଗ୍ରହଣକେନ୍ଦ୍ର, ସ୍ୱଧାରଗୃହ, ଫିଜିଓଥେରାପିସେଂଟର, ଭ୍ରାମ୍ୟମାଣଚିକିତ୍ସାସେବା, ଦକ୍ଷତାବିକାଶଆନୁକୂଲ୍ୟରେବିଭିନ୍ନଯୋଜନାରେ ଅଂଶୀଦାରହେବାସହ ନାବାର୍ଡସହଭାଗିତାରେଏସ୍ଏଚଜି […]

Read More
Action

ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି ଦର୍ଶକ। ଖାଁ ଖାଁ ସିନେମା ହଲ୍ …

କନକ ବ୍ୟୁରୋ: ଓଡ଼ିଆ ସିନେମାଙ୍କୁ ମିଳୁନି ଦର୍ଶକ । ଖାଁ ଖାଁ ସିନେମା ହଲ୍୍, ହଲରୁ ମୁହଁ ଫେରାଇ ନେଉଛନ୍ତି ଦର୍ଶକ । ବହୁ ଚର୍ଚ୍ଚିତ ଦମନ ଓ ପ୍ରତୀକ୍ଷା ଭଳି ଫିଲ୍ମ ଆସିବା ପରେ ଓଡ଼ିଆ ସିନେମାକୁ ନେଇ ଯେଉଁ ଆଶା କରାଯାଉଥିଲା, ଓଡ଼ିଆ ଫିଲ୍ମ କ୍ଷେତ୍ରରେ ସେଭଳି କିଛି ଘଟୁନି । ପୁଣି ଥରେ ଓଡ଼ିଆ ସିନେମା ପ୍ରତି ମୁହଁ ଫେରାଉଛନ୍ତି ଦର୍ଶକ । ଏହି ଶୁକ୍ରବାର ରିଲିଜ୍ ହୋଇଛି ୩ଟି ଓଡ଼ିଆ ଫିଲ୍ମ […]

Read More
Action

ଗଂଜାମରେ ୨୦ ହଜାର ଲୋକଙ୍କୁ ଗ୍ରାମ କଣ୍ଠ ଜମିପଟ୍ଟା ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ଯ୍ୟନଗରରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୂର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରା ଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ ୨୦ ହଜାର ଲୋକଙ୍କୁ ଗ୍ରାମ […]

Read More