• May 19, 2024
  • Last Update April 30, 2023 7:10 am
  • India

Blog

କପା ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଗଠନ ହେଉଛି ୧୦୯ କୃଷକ ଉତ୍ପାଦକ ସଂଗଠନଓଡ଼ିଶାରେ ଉତ୍ପାଦନ ହେଉଥିବା କପା ଉନ୍ନତମାନର। ଏଣୁ ଚଳିତ ଆର୍ଥିକ ବର୍ଷରୁ କପା ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବା ସହ ରାଜ୍ୟ…

କୋଟାମାଲରେ ଗଠନ ହେଲା ମା’କାଳୀ ସୁନ୍ଦରୀ କପା ଉତ୍ପାଦକ କୃଷକ ସଂଗଠନ

କପାଚାଷୀଙ୍କ ପାଇଁ କାର୍ଯ୍ୟ କରୁଛି ଯୁବ ଜ୍ୟୋତୁ ଯୁବକ ସଂଘକପା ହେଉଛି ଏକ ଅର୍ଥକାରୀ ତନ୍ତୁ ଜାତୀୟ ଫସଲ । ଏଣୁ କପାକୁ ଆମେ ଧଳା ସୁନା…

ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା, ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଏବଂ 5T ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ

ଭୁବନେଶ୍ୱର: ରାଜଧାନୀରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା। ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା ।…

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେଲେ ୪୩ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ୱର: ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ…

ଯୁବ ଜ୍ୟୋତି ଯୁବକ ସଂଘର ଉତ୍କଳ ଦିବସ ପାଳନ

ଉତ୍କଳ ଦିବସ ପାଳନ ଅବସରରେ ଯୁବ ଜ୍ୟୋତି ଯୁବକ ସଂଘର ସଭାପତି ଶ୍ରଯୁକ୍ତ ଚଣ୍ଡେଶ୍ୱର୍ ଜୟସିଂହ,ସମ୍ପାଦକ ଦିବାକର ମିଶ୍ର, ଉପଦେଷ୍ଟା ଶ୍ରୀ ପ୍ରବାସୀ ସେଠୀ, ଅବସର ପ୍ରାପ୍ତ…

ଆଜି ଓଡ଼ିଶା ଦିବସ; ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା

୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଏହାର ସ୍ମୃତିରେ ଆଜି ପାଳନ କରାଯାଉଛି ଓଡ଼ିଶା ଦିବସ ବା ଉତ୍କଳ…

ସମଗ୍ର ବିଶ୍ୱରେ କୃଷି କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି ।

ଜୟ ଯବାନ ଜୟ କିଷାନ୍ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହୁଦର ଶାସ୍ତ୍ରୀଙ୍କ ଏହି ନାରାରେ ଆଉ ଦୁଇ ପଦ ଯୋଡିଛନ୍ତି ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଜନସେବାକୁ ପାଥେୟ କରି ଆଗେଇଚାଲିଛି ଯୁବଜ୍ୟୋତି ଯୁବକସଂଘ

୧୯୭୪ ମସିହାରେ ପୁରୀଜିଲ୍ଲାରକଣାସବ୍ଲକରେଗଢିଉଠିଥିଲା ଏକ ସ୍ୱେଚ୍ଛାସେବୀସଂଗଠନ । ଉଦେ୍ଦଶ୍ୟ ଥିଲା ନିରବଚ୍ଛିନ୍ନଭାବେଜନସେବାରେ ନିୟୋଜିତହେବା । ଆଉଏହିମହତଉଦେ୍ଦଶ୍ୟକୁଚରିତାର୍ଥ କରିବାଲାଗି ଦୀର୍ଘ ୪୮ ବର୍ଷହେବଜନସେବାକୁ ପାଥେୟ କରି ଆଗେଇଚାଲିଛି ଯୁବଜ୍ୟୋତି…

ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି ଦର୍ଶକ। ଖାଁ ଖାଁ ସିନେମା ହଲ୍ …

କନକ ବ୍ୟୁରୋ: ଓଡ଼ିଆ ସିନେମାଙ୍କୁ ମିଳୁନି ଦର୍ଶକ । ଖାଁ ଖାଁ ସିନେମା ହଲ୍୍, ହଲରୁ ମୁହଁ ଫେରାଇ ନେଉଛନ୍ତି ଦର୍ଶକ । ବହୁ ଚର୍ଚ୍ଚିତ ଦମନ…

ଗଂଜାମରେ ୨୦ ହଜାର ଲୋକଙ୍କୁ ଗ୍ରାମ କଣ୍ଠ ଜମିପଟ୍ଟା ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ଯ୍ୟନଗରରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି…