Apple

ଯୁବ ଜ୍ୟୋତି ଯୁବକ ସଂଘର ଉତ୍କଳ ଦିବସ ପାଳନ

ଉତ୍କଳ ଦିବସ ପାଳନ ଅବସରରେ ଯୁବ ଜ୍ୟୋତି ଯୁବକ ସଂଘର ସଭାପତି ଶ୍ରଯୁକ୍ତ ଚଣ୍ଡେଶ୍ୱର୍ ଜୟସିଂହ,ସମ୍ପାଦକ ଦିବାକର ମିଶ୍ର, ଉପଦେଷ୍ଟା ଶ୍ରୀ ପ୍ରବାସୀ ସେଠୀ, ଅବସର ପ୍ରାପ୍ତ…

ଆଜି ଓଡ଼ିଶା ଦିବସ; ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା

୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଏହାର ସ୍ମୃତିରେ ଆଜି ପାଳନ କରାଯାଉଛି ଓଡ଼ିଶା ଦିବସ ବା ଉତ୍କଳ…

ସମଗ୍ର ବିଶ୍ୱରେ କୃଷି କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି ।

ଜୟ ଯବାନ ଜୟ କିଷାନ୍ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହୁଦର ଶାସ୍ତ୍ରୀଙ୍କ ଏହି ନାରାରେ ଆଉ ଦୁଇ ପଦ ଯୋଡିଛନ୍ତି ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଜନସେବାକୁ ପାଥେୟ କରି ଆଗେଇଚାଲିଛି ଯୁବଜ୍ୟୋତି ଯୁବକସଂଘ

୧୯୭୪ ମସିହାରେ ପୁରୀଜିଲ୍ଲାରକଣାସବ୍ଲକରେଗଢିଉଠିଥିଲା ଏକ ସ୍ୱେଚ୍ଛାସେବୀସଂଗଠନ । ଉଦେ୍ଦଶ୍ୟ ଥିଲା ନିରବଚ୍ଛିନ୍ନଭାବେଜନସେବାରେ ନିୟୋଜିତହେବା । ଆଉଏହିମହତଉଦେ୍ଦଶ୍ୟକୁଚରିତାର୍ଥ କରିବାଲାଗି ଦୀର୍ଘ ୪୮ ବର୍ଷହେବଜନସେବାକୁ ପାଥେୟ କରି ଆଗେଇଚାଲିଛି ଯୁବଜ୍ୟୋତି…

ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି ଦର୍ଶକ। ଖାଁ ଖାଁ ସିନେମା ହଲ୍ …

କନକ ବ୍ୟୁରୋ: ଓଡ଼ିଆ ସିନେମାଙ୍କୁ ମିଳୁନି ଦର୍ଶକ । ଖାଁ ଖାଁ ସିନେମା ହଲ୍୍, ହଲରୁ ମୁହଁ ଫେରାଇ ନେଉଛନ୍ତି ଦର୍ଶକ । ବହୁ ଚର୍ଚ୍ଚିତ ଦମନ…

ଗଂଜାମରେ ୨୦ ହଜାର ଲୋକଙ୍କୁ ଗ୍ରାମ କଣ୍ଠ ଜମିପଟ୍ଟା ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ଯ୍ୟନଗରରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି…

ଲଳିତ ମୋଦୀ ଓ ନିରବ ମୋଦୀ କ’ଣ ପଛୁଆ ବର୍ଗରେ ଆସୁଛନ୍ତି  ?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାହୁଲ…

ଇତିହାସ ରଚିଲା ISRO

ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ‘ୱାନ ୱେବ୍-୨’ ମିଶନରେ ମହାକାଶକୁ ଛଡ଼ାଗଲା ୩୬ ଉପଗ୍ରହ । ଆନ୍ଧ୍ର ଶ୍ରୀହରିକୋଟାରୁ LVM3 ରକେଟ ଜରିଆରେ ଉତକ୍ଷେପଣ…

ଆପଣଙ୍କ ସହଯୋଗ ରହିଲେ ଗଞ୍ଜାମ ଏକ ନମ୍ବର ଜିଲ୍ଲା ହୋଇପାରିବ

‘ଆପଣଙ୍କ ସହଯୋଗ ଜାରି ରହିଲେ ଗଞ୍ଜାମ ଓ ହିଞ୍ଜିଳିର ବିକାଶ ହେବ। ଗଞ୍ଜାମ ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇପାରିବ।’ ଗଞ୍ଜାମର କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ଆଜି…

ମୁଣ୍ଡ ନୂଆଁଇଲା ପଶ୍ଚିମବଙ୍ଗ, ଅଧ ରାତିରେ ଭାଙ୍ଗିଲା ବେଆଇନ୍ ନିର୍ମାଣ

ଜଳେଶ୍ୱର: ବିରୋଧ ପରେ ପଛକୁ ହଟିଲା ପଶ୍ଚିମବଙ୍ଗ । ଅଧ ରାତିରେ ଭାଙ୍ଗିଲା ନିଜେ କରିଥିବା ବେଆଇନ୍ ନିର୍ମାଣ । ଓଡ଼ିଶା ସୀମା ଭିତରକୁ ପ୍ରାୟ ୫୦ ଫୁଟ୍…