• May 19, 2024
  • Last Update April 30, 2023 7:10 am
  • India

News Tab 5 (List Style)

News Tab 5 (List Style)

  • Animation
  • Camera
  • Politics
  • Sports
  • Life style

ବିବାହ ବନ୍ଧନରେ ବାନ୍ଧି ହେବେ କି ପରିଣୀତି ଚୋପ୍ରା ଓ ରାଘବ ଚଢ଼ା ?

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରିବାକୁ ଯାଉଛନ୍ତି ଆମ୍ ଆଦମୀ ପାର୍ଟିର ଯୁବନେତା ରାଘବ ଚଢ଼ା । ସେମାନଙ୍କ ବିବାହକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ଉଭୟଙ୍କୁ ନେଇ ଚର୍ଚ୍ଚା ସେବେ ଆରମ୍ଭ ହୋଇଥିଲା ଯେବେ ଗତ ଦିନରେ ଦୁହେଁ ସାଙ୍ଗ ହୋଇ ମଧ୍ୟାହ୍ନ ଓ ରାତ୍ର ଭୋଜନ କରି ହୋଟେଲରୁ ଫେରିବା ବେଳେ ନଜର ଆସିଥିଲେ। ଡେଟିଂ ଚର୍ଚ୍ଚାକୁ ନେଇ ରାଘବଙ୍କୁ ପ୍ରଶ୍ନ କରାଯାଇଥିଲେ ବି ସେ ପରିଣୀତିଙ୍କ ସହ […]

ମୁଣ୍ଡ ନୂଆଁଇଲା ପଶ୍ଚିମବଙ୍ଗ, ଅଧ ରାତିରେ ଭାଙ୍ଗିଲା ବେଆଇନ୍ ନିର୍ମାଣ

ଜଳେଶ୍ୱର: ବିରୋଧ ପରେ ପଛକୁ ହଟିଲା ପଶ୍ଚିମବଙ୍ଗ । ଅଧ ରାତିରେ ଭାଙ୍ଗିଲା ନିଜେ କରିଥିବା ବେଆଇନ୍ ନିର୍ମାଣ । ଓଡ଼ିଶା ସୀମା ଭିତରକୁ ପ୍ରାୟ ୫୦ ଫୁଟ୍ ପସି ପଶ୍ଚିମବଙ୍ଗ ପ୍ରଶାସନ ପାଚେରି ଗଢ଼ିଥିଲା । ଯାହାକୁ ସ୍ଥାନୀୟ ଲୋକ ସହ ବାଲେଶ୍ୱର ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଥିଲା । ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପ୍ରଶାସନ ଉକ୍ତ ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି । ପ୍ରଥମେ ଚଳିତ ମାସ ୭ ତାରିଖରେ ପଶ୍ଚିମବଙ୍ଗ ବେଆଇନ୍ ନିର୍ମାଣ ଆରମ୍ଭ […]

ଆପଣଙ୍କ ସହଯୋଗ ରହିଲେ ଗଞ୍ଜାମ ଏକ ନମ୍ବର ଜିଲ୍ଲା ହୋଇପାରିବ

‘ଆପଣଙ୍କ ସହଯୋଗ ଜାରି ରହିଲେ ଗଞ୍ଜାମ ଓ ହିଞ୍ଜିଳିର ବିକାଶ ହେବ। ଗଞ୍ଜାମ ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇପାରିବ।’ ଗଞ୍ଜାମର କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଏହା କହିଛନ୍ତି। ତେବେ କ’ଣ ଏହା ବୁଝାଯିବ ଯେ ୨୨ ବର୍ଷ କ୍ଷମତାରେ ରହିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳି କିମ୍ବା ଜିଲ୍ଲାର ବିକାଶ କରିପାରିନାହାନ୍ତି। ଆସନ୍ତା ନିର୍ବାଚନରେ ପୁଣି ଗାଦି ହାତେଇବାକୁ ରାଜନୈତିକ ଭାଷଣବାଜି କରିଛନ୍ତି କି? ପଶ୍ଚିମ ଓ […]

ଇତିହାସ ରଚିଲା ISRO

ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ‘ୱାନ ୱେବ୍-୨’ ମିଶନରେ ମହାକାଶକୁ ଛଡ଼ାଗଲା ୩୬ ଉପଗ୍ରହ । ଆନ୍ଧ୍ର ଶ୍ରୀହରିକୋଟାରୁ LVM3 ରକେଟ ଜରିଆରେ ଉତକ୍ଷେପଣ । LVM3 ରକେଟ ୪୩.୫ ମିଟର ଲମ୍ବ, ୬୪୩ ଟନ୍‌ ଓଜନ ବିଶିଷ୍ଟ।